Home Coronavirus Outbreak ଦେଶରେ ଆଜିର ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨, ୮୫, ୯୧୪ ନୂଆ...

ଦେଶରେ ଆଜିର ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨, ୮୫, ୯୧୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬୫ ମୃତ

81

ନୂଆ ଦିଲ୍ଲୀ ୨୬-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮୫୯୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୨୨୩୦୧୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୫୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୭୩୭୦୯୭୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୯୯୦୭୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୨୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୮୫୧୧୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୩୮୨୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୬୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୯୧୧୨୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୫୫%

ଆରୋଗ୍ୟ ହୋଇଛନ୍ତି ୯୩.୨୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୩, ୫୮, ୪୪, ୫୩୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୯, ୫୦, ୭୩୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୨, ୦୫, ୭୨, ୧୭୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୬୯, ୭୪୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୫୭୪ ୮୮୧୯ ୯୪ ୧୨୯
ଆନ୍ଧ୍ରପ୍ରଦେଶ ୧୦୧୩୯୬ ୨୦୯୨୯୯୮ ୫୭୧୬ ୧୪୫୬୧ ୧୨
ଅରୁଣାଚଳ ପ୍ରଦେଶ ୩୪୬୩ ୫୬୮୫୧ ୩୭୫ ୨୮୪
ଆସାମ ୪୨୮୪୫ ୬୫୩୭୧୯ ୬୭୪୭ ୬୩୩୮ ୧୯
ବିହାର ୧୪୭୭୧ ୭୮୮୭୩୭ ୨୪୨୦ ୧୨୧୯୭
ଚଣ୍ଡିଗଡ଼ ୭୦୩୩ ୭୮୬୬୪ ୧୨୭୫ ୧୧୦୩
ଛତିଶଗଡ ୩୦୨୫୪ ୧୦୬୧୧୦୯ ୫୭୧୧ ୧୩୭୬୯ ୨୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୯୮ ୧୧୦୨୯ ୨୭
ଦିଲ୍ଲୀ ୪୨୦୧୦ ୧୭୩୫୮୦୮ ୯୧୨୭ ୨୫୬୮୧ ୩୧
୧୦ ଗୋଆ ୧୮୧୯୭ ୨୧୦୭୯୯ ୨୫୨୨ ୩୬୨୩
୧୧ ଗୁଜୁରାଟ ୧୩୪୨୬୧ ୯୪୮୪୦୫ ୧୭୪୬୭ ୧୦୩୦୨ ୨୮
୧୨ ହରିୟାଣା ୪୨୮୧୫ ୮୬୭୮୨୮ ୧୫୦୮୩ ୧୦୨୧୨ ୧୮
୧୩ ହିମାଚଳ ପ୍ରଦେଶ ୧୩୨୬୦ ୨୪୫୯୦୦ ୩୨୯୮ ୩୯୫୩
୧୪ ଜାମ୍ମୁ କାଶ୍ମୀର ୪୭୩୭୬ ୩୫୭୧୬୩ ୩୭୮୯ ୪୬୨୭ ୧୪
୧୫ ଝାଡଖଣ୍ଡ ୧୫୮୨୫ ୪୦୨୨୨୨ ୩୧୧୩ ୫୨୮୧
୧୬ କର୍ଣ୍ଣାଟକ ୩୫୦୭୭୨ ୩୨୧୬୦୭୦ ୫୩୦୯୩ ୩୮୬୬୬ ୫୨
୧୭ କେରଳ ୨୮୬୦୭୭ ୫୩୮୬୮୬୮ ୩୦୨୨୬ ୫୨୧୪୧ ୧୫୪
୧୮ ଲଦାଖ ୧୩୧୭ ୨୩୪୯୬ ୧୪୪ ୨୨୩
୧୯ ଲକ୍ଷଦୀପ ୨୭୫ ୧୦୫୩୯ ୩୨ ୫୨
୨୦ ମଧ୍ୟପ୍ରଦେଶ ୭୦୮୭୦ ୮୩୨୭୪୨ ୮୪୬୭ ୧୦୫୮୩
୨୧ ମହାରାଷ୍ଟ୍ର ୩୦୬୭୫୨ ୭୧୨୦୪୩୬ ୩୦୫୦୦ ୧୪୨୨୩୭ ୮୬
୨୨ ମଣିପୁର ୩୫୯୯ ୧୨୫୩୨୧ ୩୦୮ ୨୦୩୧
୨୩ ମେଘାଳୟ ୨୩୬୦ ୮୫୩୦୨ ୨୯୩ ୧୪୯୯
୨୪ ମିଜୋରାମ ୧୧୮୦୪ ୧୫୧୭୩୪ ୬୫୩ ୫୯୦
୨୫ ନାଗାଲାଣ୍ଡ ୭୭୫ ୩୨୩୩୫ ୮୧ ୭୦୮
୨୬ ଓଡ଼ିଶା ୬୭୧୪୯ ୧୧୪୨୧୬୧ ୧୦୨୪୪ ୮୫୩୨
୨୭ ପୁଡୁଚେରୀ ୧୬୩୯୪ ୧୩୬୯୪୮ ୧୧୬୫ ୧୯୧୨
୨୮ ପଞ୍ଜାବ ୪୨୫୮୯ ୬୬୩୪୦୪ ୬୯୩୦ ୧୭୦୫୯ ୩୬
୨୯ ରାଜସ୍ଥାନ ୯୨୬୯୨ ୧୦୪୭୩୨୧ ୧୦୫୫୯ ୯୧୪୦ ୨୨
୩୦ ସିକ୍କିମ୍ ୨୦୮୨ ୩୪୮୨୭ ୨୬୧ ୪୨୪
୩୧ ତାମିଲନାଡୁ ୨୧୧୨୭୦ ୨୯୪୫୬୭୮ ୨୫୨୨୧ ୩୭୩୧୨ ୪୮
୩୨ ତେଲେଙ୍ଗାନା ୩୬୨୬୯ ୭୦୩୦୦୮ ୧୯୬୧ ୪୦୭୭
୩୩ ତ୍ରିପୁରା ୭୭୨୭ ୯୦୬୮୨ ୫୪୦ ୮୮୧
୩୪ ଉତ୍ତରାଖଣ୍ଡ ୩୧୨୩୬ ୩୬୮୬୨୫ ୩୯୩୧ ୭୪୯୭
୩୫ ଉତ୍ତରପ୍ରଦେଶ ୮୬୫୬୩ ୧୮୫୯୭୧୭ ୧୮୮୭୫ ୨୩୦୮୮ ୧୫
୩୬ ପଶ୍ଚିମବଙ୍ଗ ୮୦୧୬୮ ୧୮୭୩୭୦୬ ୧୮୮୨୫ ୨୦୪୧୧ ୩୬
ମୋଟ ୨୨୨୩୦୧୮ ୩୭୩୭୦୯୭୧ ୨୯୯୦୭୩ ୪୯୧୧୨୭ ୬୬୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.