Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୦୬ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୫୬୧ ମୃତ

56

ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୭୨,୫୯୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୫,୪୮,୬୦୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୭୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୫,୪୬୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୧୩୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୬୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୪,୨୬୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୫୧%

ଆରୋଗ୍ୟ ହୋଇଛନ୍ତି ୯୮.୧୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧,୦୨,୧୦,୪୩,୨୫୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି  ୭୭,୪୦,୬୭୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୯, ୯୭, ୭୧, ୩୨୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୪୦, ୧୫୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୧ ୧୨୯
ଆନ୍ଧ୍ରପ୍ରଦେଶ ୫୨୨୨ ୨୦୪୩୬୧୬ ୫୬୬ ୧୪୩୩୯
ଅରୁଣାଚଳ ପ୍ରଦେଶ ୧୪୨ ୫୪୬୬୭ ୧୩ ୨୮୦
ଆସାମ ୩୯୬୮ ୫୯୮୫୧୫ ୨୧୯ ୫୯୬୭
ବିହାର ୩୬ ୭୧୬୩୫୭ ୯୬୬୧
ଚଣ୍ଡିଗଡ଼ ୨୭ ୬୪୪୭୪ ୮୨୦
ଛତିଶଗଡ ୨୩୦ ୯୯୨୦୨୫ ୧୨ ୧୩୫୭୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୧
ଦିଲ୍ଲୀ ୩୩୪ ୧୪୧୪୧୪୧ ୪୬ ୨୫୦୯୧
୧୦ ଗୋଆ ୫୭୪ ୧୭୩୯୨୦ ୫୮ ୩୩୫୮
୧୧ ଗୁଜୁରାଟ ୧୬୮ ୮୧୬୧୪୭ ୨୧ ୧୦୦୮୭
୧୨ ହରିୟାଣା ୧୧୫ ୭୬୦୯୭୭ ୧୫ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୫୭୮ ୨୧୭୨୫୭ ୧୬୧ ୩୭୩୪
୧୪ ଜାମ୍ମୁ କାଶ୍ମୀର ୮୬୨ ୩୨୬୨୭୫ ୮୦ ୪୪୨୯
୧୫ ଝାଡଖଣ୍ଡ ୨୦୨ ୩୪୩୨୫୫ ୧୧ ୫୧୩୫
୧୬ କର୍ଣ୍ଣାଟକ ୮୯୪୩ ୨୯୩୮୬୫୩ ୩୪୧ ୩୮୦୦୨
୧୭ କେରଳ ୮୧୧୫୫ ୪୭୯୭୪୦୯ ୮୭୮୦ ୨୮୨୨୯ ୪୬୪
୧୮ ଲଦାଖ ୩୮ ୨୦୬୫୩ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୭୯ ୭୮୨୧୩୮ ୧୨ ୧୦୫୨୩
୨୧ ମହାରାଷ୍ଟ୍ର ୨୭୬୩୪ ୬୪୩୩୯୧୯ ୧୭୮୧ ୧୩୯୯୯୮ ୩୩
୨୨ ମଣିପୁର ୯୬୧ ୧୨୦୩୬୧ ୬୭ ୧୯୦୭
୨୩ ମେଘାଳୟ ୬୯୫ ୮୧୧୮୪ ୫୬ ୧୪୪୩
୨୪ ମିଜୋରାମ ୮୯୪୩ ୧୦୭୯୧୧ ୧୨୫୮ ୪୦୭
୨୫ ନାଗାଲାଣ୍ଡ ୨୫୦ ୩୦୭୭୮ ୧୨ ୬୭୯
୨୬ ଓଡ଼ିଶା ୪୧୫୨ ୧୦୨୫୫୦୭ ୪୮୨ ୮୩୦୫
୨୭ ପୁଡୁଚେରୀ ୪୫୭ ୧୨୫୩୬୨ ୪୮ ୧୮୫୫
୨୮ ପଞ୍ଜାବ ୨୩୧ ୫୮୫୪୦୭ ୨୫ ୧୬୫୫୧
୨୯ ରାଜସ୍ଥାନ ୩୨ ୯୪୫୪୧୪ ୮୯୫୪
୩୦ ସିକ୍କିମ୍ ୧୯୫ ୩୧୨୭୯ ୧୩ ୩୯୪
୩୧ ତାମିଲନାଡୁ ୧୩୨୮୦ ୨୬୪୪୮୦୫ ୧୩୭୪ ୩୬୦୦୪ ୧୭
୩୨ ତେଲେଙ୍ଗାନା ୩୯୮୪ ୬୬୨୨୦୯ ୧୮୪ ୩୯୪୬
୩୩ ତ୍ରିପୁରା ୧୦୧ ୮୩୪୬୭ ୮୧୬
୩୪ ଉତ୍ତରାଖଣ୍ଡ ୧୬୯ ୩୩୬୨୪୮ ୧୩ ୭୩୯୮
୩୫ ଉତ୍ତରପ୍ରଦେଶ ୯୪ ୧୬୮୭୦୮୯ ୨୨୮୯୯
୩୬ ପଶ୍ଚିମବଙ୍ଗ ୭୭୩୧ ୧୫୫୮୬୯୦ ୮୦୮ ୧୯୦୪୫ ୧୨
ମୋଟ ୧୭୨୫୯୪ ୩୩୫୪୮୬୦୫ ୧୬୪୭୯ ୪୫୪୨୬୯ ୫୬୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.