ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୨୧,୨୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୪୦,୨୨୧ କୁ ହ୍ରାସ ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୭୧% ଅଟେ।
ସମଗ୍ର ଦେଶରେ ସମୁଦାୟ ୩,୩୨,୨୫,୨୨୧ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୨୪,୯୬୩ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୭.୯୬% କୁ ବୃଦ୍ଧି ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୧୫,୫୬୯ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୯୭୭ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୦,୧୨୭ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୦.୭୧%
ଆରୋଗ୍ୟ ହୋଇଛନ୍ତି ୯୭.୯୬%
ଏବଂ ମୃତ୍ୟୁ ସଂଖ୍ୟା ୧.୩୩%
ଟିକାକରଣ
ଦେଶରେ ମୋଟ ଟିକାକରଣ ୯୩, ୧୭, ୧୭, ୧୯୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୦, ୧୭, ୭୫୩
ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୫୮, ୦୦, ୪୩, ୧୯୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୮୫, ୭୦୬
ରାଜ୍ୟୱାରୀ ସମସ୍ତ ତଥ୍ୟ –
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୧୧ | ୭୪୮୯ | ୧ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୮୫୫୦ | ୨୦୩୨୫୨୦ | ୮୩୯ | ୧୪୨୩୬ | ୮ |
୩ | ଅରୁଣାଚଳ ପ୍ରଦେଶ | ୪୧୯ | ୫୪୧୪୬ | ୩୮ | ୨୭୯ | ୦ |
୪ | ଆସାମ | ୪୧୪୪ | ୫୯୪୧୬୩ | ୩୮୮ | ୫୯୧୧ | ୮ |
୫ | ବିହାର | ୩୨ | ୭୧୬୨୮୬ | ୧ | ୯୬୬୧ | ୦ |
୬ | ଚଣ୍ଡିଗଡ଼ | ୪୦ | ୬୪୪୦୮ | ୧୭ | ୮୨୦ | ୦ |
୭ | ଛତିଶଗଡ | ୨୧୫ | ୯୯୧୬୮୧ | ୧୯ | ୧୩୫୬୮ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୨ | ୧୦୬୬୬ | ୦ | ୪ | ୦ |
୯ | ଦିଲ୍ଲୀ | ୩୮୩ | ୧୪୧୩୬୨୬ | ୧୫ | ୨୫୦୮୮ | ୦ |
୧୦ | ଗୋଆ | ୭୭୯ | ୧୭୨୮୨୨ | ୫୨ | ୩୩୨୩ | ୧ |
୧୧ | ଗୁଜୁରାଟ | ୧୭୯ | ୮୧୫୮୧୬ | ୨୨ | ୧୦୦୮୫ | ୧ |
୧୨ | ହରିୟାଣା | ୨୭୩ | ୭୬୦୮୧୩ | ୧୨ | ୯୮୭୫ | ୦ |
୧୩ | ହିମାଚଳ ପ୍ରଦେଶ | ୧୪୦୪ | ୨୧୪୯୬୩ | ୨୧୧ | ୩୬୯୪ | ୪ |
୧୪ | ଜାମ୍ମୁ କାଶ୍ମୀର | ୧୦୯୦ | ୩୨୪୭୩୬ | ୧୦୯ | ୪୪୨୬ | ୦ |
୧୫ | ଝାଡଖଣ୍ଡ | ୧୦୧ | ୩୪୩୦୭୮ | ୯ | ୫୧୩୫ | ୦ |
୧୬ | କର୍ଣ୍ଣାଟକ | ୧୧୬୪୮ | ୨୯୩୦୨୬୪ | ୬୩୫ | ୩୭୮୬୧ | ୭ |
୧୭ | କେରଳ | ୧୧୯୩୩୫ | ୪୬୧୮୪୦୮ | ୧୫୮୦୮ | ୨୫୯୫୨ | ୧୪୧ |
୧୮ | ଲଦାଖ | ୫୭ | ୨୦୫୭୮ | ୪ | ୨୦୮ | ୦ |
୧୯ | ଲକ୍ଷଦୀପ | ୩ | ୧୦୩୧୦ | ୦ | ୫୧ | ୦ |
୨୦ | ମଧ୍ୟପ୍ରଦେଶ | ୧୧୪ | ୭୮୧୯୬୪ | ୧୧ | ୧୦୫୨୨ | ୦ |
୨୧ | ମହାରାଷ୍ଟ୍ର | ୩୬୯୮୬ | ୬୩୯୪୦୭୫ | ୨୪୧୩ | ୧୩୯୪୧୧ | ୪୯ |
୨୨ | ମଣିପୁର | ୧୭୫୨ | ୧୧୭୯୫୦ | ୧୪୦ | ୧୮୭୬ | ୧ |
୨୩ | ମେଘାଳୟ | ୧୨୮୧ | ୭୯୪୬୮ | ୧୨୨ | ୧୪୧୩ | ୧ |
୨୪ | ମିଜୋରାମ | ୧୬୨୧୯ | ୮୭୧୪୮ | ୯୩୫ | ୩୪୨ | ୧ |
୨୫ | ନାଗାଲାଣ୍ଡ | ୩୧୩ | ୩୦୪୧୬ | ୨୧ | ୬୬୮ | ୧ |
୨୬ | ଓଡ଼ିଶା | ୪୬୪୪ | ୧୦୧୭୧୧୬ | ୫୨୨ | ୮୨୩୪ | ୭ |
୨୭ | ପୁଡୁଚେରୀ | ୬୫୫ | ୧୨୪୩୦୭ | ୪୮ | ୧୮୪୪ | ୦ |
୨୮ | ପଞ୍ଜାବ | ୨୫୯ | ୫୮୫୦୨୦ | ୨୮ | ୧୬୫୨୬ | ୦ |
୨୯ | ରାଜସ୍ଥାନ | ୪୫ | ୯୪୫୩୫୦ | ୬ | ୮୯୫୪ | ୦ |
୩୦ | ସିକ୍କିମ୍ | ୩୬୭ | ୩୦୮୪୮ | ୩୪ | ୩୮୮ | ୦ |
୩୧ | ତାମିଲନାଡୁ | ୧୬୫୧୩ | ୨୬୨୧୯୮୬ | ୧୪୮୭ | ୩୫୭୩୪ | ୨୭ |
୩୨ | ତେଲେଙ୍ଗାନା | ୪୩୬୫ | ୬୫୯୦୪୩ | ୨୧୬ | ୩୯୨୬ | ୧ |
୩୩ | ତ୍ରିପୁରା | ୧୪୨ | ୮୩୨୬୬ | ୧୭ | ୮୧୫ | ୦ |
୩୪ | ଉତ୍ତରାଖଣ୍ଡ | ୧୫୬ | ୩୩୬୦୭୪ | ୧୫ | ୭୩୯୬ | ୦ |
୩୫ | ଉତ୍ତରପ୍ରଦେଶ | ୧୫୨ | ୧୬୮୬୮୬୯ | ୧୨ | ୨୨୮୯୬ | ୦ |
୩୬ | ପଶ୍ଚିମବଙ୍ଗ | ୭୫୯୩ | ୧୫୪୭୫୪୮ | ୭୫୬ | ୧୮୮୭୬ | ୧୩ |
ମୋଟ | ୨୪୦୨୨୧ | ୩୩୨୨୫୨୨୧ | ୨୪୯୬୩ | ୪୫୦୧୨୭ | ୨୭୧ |