Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ, ୫୩ ମୃତ

27

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୫,୦୭୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୫,୫୫,୦୪୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୩୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୨,୦୬,୯୯୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୧୮୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୮୭୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮%

ଆରୋଗ୍ୟ ହୋଇଛନ୍ତି ୯୮.୫୩%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୦୭୨୯୪୬୫୯୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୫, ୭୫, ୩୮୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୩ ୧୦୩୪୩ ୧୨୯
ଆନ୍ଧ୍ରପ୍ରଦେଶ ୧୨୭୦ ୨୩୧୮୦୮୧ ୨୬୯ ୧୪୭୩୩
ଅରୁଣାଚଳ ପ୍ରଦେଶ ୨୩୧ ୬୫୭୮୭ ୪୧ ୨୯୬
ଆସାମ ୩୭୫୪ ୭୩୦୩୩୦ ୮୦୨୨
ବିହାର ୯୮୦ ୮୩୨୦୨୧ ୧୭୩ ୧୨୨୮୭
ଚଣ୍ଡିଗଡ଼ ୭୫୨ ୯୫୬୯୯ ୯୯ ୧୧୭୧
ଛତିଶଗଡ ୨୭୦୬ ୧୧୫୩୨୯୪ ୫୧୬ ୧୪୦୮୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୬ ୧୧୫୩୮
ଦିଲ୍ଲୀ ୮୨୦୫ ୧୯୪୦୯୮୪ ୨୪୩୯ ୨୬୩୫୧
୧୦ ଗୋଆ ୧୦୩୩ ୨୪୮୫୭୦ ୧୪୬ ୩୮୫୫
୧୧ ଗୁଜୁରାଟ ୫୩୨୧ ୧୨୪୬୯୭୨ ୧୦୮୨ ୧୦୯୮୫
୧୨ ହରିୟାଣା ୪୭୭୭ ୧୦୨୩୪୩୪ ୯୦୬ ୧୦୬୫୧
୧୩ ହିମାଚଳ ପ୍ରଦେଶ ୪୦୦୨ ୨୯୮୦୮୬ ୮୬୧ ୪୧୮୧
୧୪ ଜାମ୍ମୁ କାଶ୍ମୀର ୪୯୨୭ ୪୬୧୬୭୧ ୭୬୬ ୪୭୭୬
୧୫ ଝାଡଖଣ୍ଡ ୬୯୧ ୪୩୫୧୫୬ ୧୭୪ ୫୩୨୯
୧୬ କର୍ଣ୍ଣାଟକ ୧୦୩୫୧ ୩୯୭୩୮୭୩ ୨୧୧୪ ୪୦୧୭୦
୧୭ କେରଳ ୯୮୬୫ ୬୬୫୨୫୧୯ ୧୧୪୪ ୭୦୫୯୨
୧୮ ଲଦାଖ ୧୧୨ ୨୮୬୯୯ ୧୧ ୨୨୮
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୨୪୩ ୧୦୩୯୭୩୧ ୨୩୧ ୧୦୭୬୩
୨୧ ମହାରାଷ୍ଟ୍ର ୧୧୮୮୯ ୭୯୦୪୩୨୦ ୧୮୪୦ ୧୪୮୧୫୭
୨୨ ମଣିପୁର ୨୪୩ ୧୩୭୦୬୩ ୨୬ ୨୧୪୦
୨୩ ମେଘାଳୟ ୫୮୧ ୯୩୮୨୯ ୧୩୯ ୧୬୧୨
୨୪ ମିଜୋରାମ ୧୦୮୮ ୨୩୨୮୯୭ ୨୬୪ ୭୧୫
୨୫ ନାଗାଲାଣ୍ଡ ୫୫ ୩୫୦୨୭ ୭୭୩
୨୬ ଓଡ଼ିଶା ୪୨୧୧ ୧୩୦୭୩୦୪ ୧୦୫୫ ୯୧୫୨
୨୭ ପୁଡୁଚେରୀ ୫୨୯ ୧୬୯୨୯୦ ୧୩୩ ୧୯୬୭
୨୮ ପଞ୍ଜାବ ୧୩୨୫୩ ୭୪୭୧୦୧ ୧୭୮୪୨
୨୯ ରାଜସ୍ଥାନ ୪୧୫୮ ୧୨୮୫୨୫୭ ୫୯୫ ୯୫୯୨
୩୦ ସିକ୍କିମ୍ ୩୯୭ ୪୧୯୯୯ ୮୦ ୪୭୭
୩୧ ତାମିଲନାଡୁ ୮୫୮୬ ୩୫୦୮୯୧୯ ୧୨୫୨ ୩୮୦୩୩
୩୨ ତେଲେଙ୍ଗାନା ୪୭୨୦ ୮୧୮୫୫୨ ୯୯୨ ୪୧୧୧
୩୩ ତ୍ରିପୁରା ୪୫୪ ୧୦୬୦୯୨ ୧୧୩ ୯୩୭
୩୪ ଉତ୍ତରାଖଣ୍ଡ ୨୨୦୭ ୪୩୫୬୩୬ ୩୬୩ ୭୭୨୩
୩୫ ଉତ୍ତରପ୍ରଦେଶ ୫୭୯୦ ୨୦୮୧୧୮୩ ୭୬୬ ୨୩୫୭୮
୩୬ ପଶ୍ଚିମବଙ୍ଗ ୬୬୪୬ ୨୦୭୨୪୨୧ ୮୨୨ ୨୧୪୧୦
ମୋଟ ୧୨୫୦୭୬ ୪୩୫୫୫୦୪୧ ୧୯୪୩୧ ୫୨୬୮୭୯ ୪୯

କେରଳର ୪ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.