Home ଓଡ଼ିଶା ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

205

କଳାହାଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି କଳାହାଣ୍ଡି ଜିଲ୍ଲାର ଏମ. ରାମପୁର ଥାନା ଅଧୀନସ୍ତ କୁସମେଲ ଛକ ନିକଟରେ ଗଛରେ ପିଟି ହୋଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ବାଇକ ଆରୋହୀ ଜଣଙ୍କ ଗୋଛାଡେଗେଂନ ପଂଚାୟତର ବୁଢିଖମନ ଗ୍ରାମର ମନୋଜ ଭୋଇଙ୍କ ପୁଅ ମୀନକେତନ ଭୋଇ ବୋଲି ଜଣାପଡିଛି। ତେବେ ସେ ନିଜ ଭଉଣୀଙ୍କ ଘର ପୁଢେଲକୁନାକୁ ଆସି ନିଜ ଗାଁ ବୁଢିଖମନକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ପହଞ୍ଚି ଶବ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.