Home Top News ଦିଲ୍ଲୀ ମଙ୍ଗୋଲପୁରୀ ଜୋତା ପ୍ୟାକ୍ଟ୍ରିରେ ଲାଗିଲା ନିଆଁ : ୨୦ ଟି ଦମକଳ ଗାଡ଼ି ନିଯୁକ୍ତ

ଦିଲ୍ଲୀ ମଙ୍ଗୋଲପୁରୀ ଜୋତା ପ୍ୟାକ୍ଟ୍ରିରେ ଲାଗିଲା ନିଆଁ : ୨୦ ଟି ଦମକଳ ଗାଡ଼ି ନିଯୁକ୍ତ

33

ନୂଆଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଗିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଥିବା ଏକ ଜୋତା ଫ୍ୟାକ୍ଟ୍ରୀରେ ନିଆଁ ଲାଗିଯିବାରୁ ବ୍ୟାପକ ଅଗ୍ନିକାଣ୍ଡର ଖବର ଆସିଛି।
ବର୍ତ୍ତମାନ, ୨୦ ଟି ଅଗ୍ନିଶମ ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁଲିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ କୌଣସି ମୃତାହତ ହେବାର ଖବର ହୋଇନାହିଁ।
ତେବେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଯୋରସୋରରେ ଲାଗି ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.