Home Top News ଦିଲ୍ଲୀର ଉଦ୍ୟୋଗ ନଗରର ଏକ ଜୋତା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ – ୨୪ ଟି ଦମକଳ... Top Newsଓଡ଼ିଶାଜାତୀୟ ଦିଲ୍ଲୀର ଉଦ୍ୟୋଗ ନଗରର ଏକ ଜୋତା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ – ୨୪ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ By Bureau - June 21, 2021 54 0 0 0 0ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗରର ଏକ ଜୋତା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ୨୪ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏପର୍ଯ୍ୟନ୍ତ କୌଣସି ହତାହତର ଖବର ଆସିନାହିଁ। ଅଧିକ ଖବରକୁ ଅପେକ୍ଷା କରାଯାଇଛି। Tweet 0 0 0 0