Home କେନ୍ଦୁଝର ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡି

ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡି

56

ହାଟଡିହି, ୨୦ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି ଘନ କୁଡୁଡି ପରିଲଖିତ ହୋଇଥିଲା । ସକାଳ ୬ଟା ଠାରୁ ଏହି କୁହୁୁଡି ଏତେ ପରିମାଣର ବଢ଼ି ଯାଇଥିଲା ଯେ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଥିଲା । ଏପରିକି ୫/୬ଫୁଟ ଦୁରର କୌଣସି ବସ୍ତୁ ଦେଖା ଯାଉ ନଥିଲା । ଫଳରେ ଆଜି ସକାଳେ ଗାଡି ଚଳାଚଳରେ ନାନା ଅସୁବିଧା ସୃଷ୍ଟି ହୋଇଥିଲା । ଗାଡି ଗୁଡିକ ଲାଇଟ ଜଳାଇ ଯାତାୟତ କରୁଥିଲେ । ଏହା ଦିନ ୧୦ଟା ପର୍ଯ୍ୟନ୍ତ ଲାଗିରହିବା ସହ ଧିରେ ଧିରେ କମିବାପରେ ଦିନ ୧୦ଟା ତିରିଶ ବେଳକୁ ସୁର୍ଯ୍ୟକିରଣ ପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.