Home ଓଡ଼ିଶା ଦଳବିରୋଧୀ କାର୍ଯ୍ୟ କାରଣରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ପ୍ରାଥମିକ ସଦସ୍ୟ...

ଦଳବିରୋଧୀ କାର୍ଯ୍ୟ କାରଣରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ

27

ଭୁବନେଶ୍ୱର, ୦୪/୦୧ (ଓଡ଼ିଆ ପୁଅ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଶ୍ରୀ ଭଗବାନ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.