Home ଓଡ଼ିଶା ଦକ୍ଷୀଣକାଳୀଙ୍କ ପ୍ରସିଦ୍ଧ ପଣାଯାତ୍ରା ବନ୍ଦ

ଦକ୍ଷୀଣକାଳୀଙ୍କ ପ୍ରସିଦ୍ଧ ପଣାଯାତ୍ରା ବନ୍ଦ

106

ନୟାଗଡ଼, ୧୩ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ରୋକିବା ଦିଗରେ ଜିଲା ପ୍ରଶାସନ ଜିଲାର ସବୁ ଜାନିଯାତ୍ରା ବନ୍ଦ ରଖିଥିଲାବେଳେ ସୋମବାର ଠାରୁ ନୟାଗଡ଼ ପୁରୁଣା ସହର ମା ଦକ୍ଷୀଣକାଳୀଙ୍କ ପୀଠରେ ହେବାକୁ ଥିବା ପ୍ରସିଦ୍ଧ ପଣା ସଂକ୍ରାନ୍ତି ଯାତ୍ରା ବନ୍ଦ ହୋଇଛି। କେବଳ ବିଧି ବିଧାନ ଦେବ ନୀତି ଅନୁଯାୟୀ ମା’ଙ୍କ ନୀତି କାନ୍ତି ହେବାକୁ ଥିବାବେଳେ ମା’ଙ୍କ ଦର୍ଶନରେ ମଧ୍ୟ ରୋକ ଲାଗିଛି। ଏହି ପାରମ୍ପରିକ ଯାତ୍ରା ଦେଖିବାକୁ ବିଭନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଲାଗି ରହୁଥିବାବେଳେ କରୋନା ପ୍ରଭାବରେ ମା’ଙ୍କ ଯାତ୍ରା ବନ୍ଦ ହୋଇଯାଇଥିବାରୁ ଅନେକ ଭକ୍ତଙ୍କୁ ଆଘାତ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.