Home ଓଡ଼ିଶା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦମଦାର ବିଜୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦମଦାର ବିଜୟ

217

ନୂଆଦିଲ୍ଲୀ,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ଦମଦାର ବିଜୟଲାଭ କରିଛି । ରାଞ୍ଚି ଟେଷ୍ଟରେ ସିରିଜ ପ୍ଲିନ ସୁଇପ କରିଛି ଭାରତ । ତେବେ ଆଜି ଚତୁର୍ଥ ଦିନର ଖେଳ ମାତ୍ର ୧୦ ମିନିଟରେ ଶେଷ ହୋଇଯାଇଥିବା ବେଳେ ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଅର୍ଡର ବିଗିଡ଼ି ଯାଇଥିଲା । ତେବେ ଦଳ ମୋଟ ୧୩୩ ରନରେ ସୀମିତ ରହିଥିଲା । ଭାରତ ଏକ ଇନିଂସ ଓ ୨୦୨ ରନରେ ବିଜୟୀ ହୋଇଛି । ଭାରତ ପ୍ରଥମ ଇନିଂସ ୪୯୭ରେ ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୬୨ ରନ କରିପାରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.