Home କେନ୍ଦ୍ରାପଡ଼ା ତିନିମୁହାଣି ଓ ପୁରୁଣା ବସଷ୍ଟାଣ୍ଡରେ ପୋଲିସ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଂଟନ

ତିନିମୁହାଣି ଓ ପୁରୁଣା ବସଷ୍ଟାଣ୍ଡରେ ପୋଲିସ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଂଟନ

111

କେନ୍ଦ୍ରାପଡା ୭/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ମଙ୍ଗଳବାର କେନ୍ଦ୍ରାପଡା ସହରର ତିନିମୁହାଣିଛକ ଓ ପୁରୁଣା ବସଷ୍ଟାଣ୍ଡ ପ୍ରଭୃତି ସ୍ଥାନରେ ବୁଲି ବୁଲି କୋଭିଡ – ୧୯ ଅନୁଯାଇ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ଭାଇମାନଙ୍କୁ ମାସ୍କ ଓ ୨ଶହ ସାନିଟାଇଜର ବୀତରଣ କରି ଛନ୍ତି। ପ୍ରତ୍ୟେକ ଦିନ ସମାଜସେବୀ ଶ୍ରୀ ବେହେରା ବିଭିନ୍ନ ଗ୍ରାମ ଓ ସାହି, ବସ୍ତି ପ୍ରଭୃତି ନିଜେ ବୁଲି ବୁଲି ଲୋକମାନଙ୍କୁ କରୋନା ଭୂତାଣ ୁ ସମ୍ପର୍କରେ ସଚେତନ କରିବା ସହ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.