Home Top News ଟୋକିଓ ଅଲିମ୍ପିକ୍ସ ୨୦୨୦: କୁସ୍ତିରେ ସୀମା ବିସଲା ପ୍ରଥମ ମ୍ୟାଚ୍ ହାରିଲେ ଅପରପଟେ ଆଦିତୀ ଅଶୋକ...

ଟୋକିଓ ଅଲିମ୍ପିକ୍ସ ୨୦୨୦: କୁସ୍ତିରେ ସୀମା ବିସଲା ପ୍ରଥମ ମ୍ୟାଚ୍ ହାରିଲେ ଅପରପଟେ ଆଦିତୀ ଅଶୋକ ଗଲ୍ଫରେ ଦ୍ୱିତୀୟ ସ୍ଥାନରେ

140

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓ ଅଲିମ୍ପିକ୍ସ ୨୦୨୦ : ମହିଳା ଫ୍ରିଷ୍ଟାଇଲ୍ ୫୦ କିଲୋଗ୍ରାମ ୧/୮ ଫାଇନାଲରେ ଭାରତୀୟ ରେସଲର ସୀମା ବିସଲା ଟ୍ୟୁନିସିଆର ସରା ହାମଡିଙ୍କଠାରୁ ୧-୩ ରେ ପରାସ୍ତ ହୋଇଛନ୍ତି। ଅପର ପଟେ ଆଦିତୀ ଅଶୋକ ଗଲ୍ଫରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.