Home ଓଡ଼ିଶା ଟିକଟକ ଭିଡିଓ ସମୟରେ ଛାତରେ ପଡି ଯୁବକ ଗୁରୁତର

ଟିକଟକ ଭିଡିଓ ସମୟରେ ଛାତରେ ପଡି ଯୁବକ ଗୁରୁତର

336

ରାଉରକେଲା,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଟିକଟକ ଭିଡିଓ କରିବା ପଡିଲା ଭାରୀ । ଟିକଟକ ଭିଡିଓ କରିବା ସମୟରେ ଛାତରୁ ପଡ଼ି ଯୁବକ ଗୁରୁତର ହୋଇଛନ୍ତି । ଆଉ ଏହି ଘଟଗାଁ ରାଉରକେଲାରେ ଘଟିଛି । ତେବେ ସୂଚନା ଅନୁସାରେ, ଅଲିନ ନାମକ ଜଣେ ଯୁବକ ୬ ନମ୍ୱର ସେକ୍ଟରରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ପରିତ୍ୟକ୍ତ କ୍ୱାଟର୍ସର ଦୁଇ ତାଲା ବିଶିଷ୍ଟ ଛାତ ଉପରକୁ ଯାଇ ଅନ୍ୟ ଜଣ ସାଙ୍ଗଙ୍କ ସହ ଟିକ୍‌ଟକ୍ ଭିଡିଓ ବନାଉଥିଲେ । ସାଙ୍ଗ ଜଣକ ଭିଡିଓ ରେକର୍ଡ  କରୁଥିଲେ । ମାତ୍ର ସେହି ସମୟରେ ଦୁର୍ଭାଗ୍ୟବଶତଃ ଛାାତରୁୁ ପଡିିିିଯାଇଥିଲେ ।  ପରେ ତାଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.