Home ଜିଲ୍ଲା ପରିକ୍ରମା ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଉଦଯାପିତ,ବିର ମାଟିକୁ ମୟୁରଭଞ୍ଜିଆ ଜୁହାର:ମନ୍ତ୍ରୀ କୃଷ୍ଣ ଚନ୍ଦ୍ର

ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଉଦଯାପିତ,ବିର ମାଟିକୁ ମୟୁରଭଞ୍ଜିଆ ଜୁହାର:ମନ୍ତ୍ରୀ କୃଷ୍ଣ ଚନ୍ଦ୍ର

2
filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: null; delta:null; bokeh:0; module: photo;hw-remosaic: false;touch: (-1.0, -1.0);sceneMode: 32768;cct_value: 0;AI_Scene: (0, 0);aec_lux: 185.0;aec_lux_index: 0;albedo: ;confidence: ;motionLevel: 0;weatherinfo: weather?null, icon:null, weatherInfo:100;temperature: 32;

ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସ୍ତରୀୟ ମହୋତ୍ସବ ଭଦ୍ରୟାଣୀ ଆଜି ଉଦଯାପିତ ହୋଇଯାଇଛି, ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନଗର ଉର୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଭଦ୍ରକ କୁ ସବୁଥିରେ ଆଗୁଆ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ, ସହର ଆକାର ବଢିବ, କଳା, ରାଜନୀତି, ସାହିତ୍ୟ, ସଂଗ୍ରାମ ଆଦି କ୍ଷେତ୍ରରେ ଏ ଜିଲ୍ଲାର ଅବଦାନ କୁ ମୁଁ ମୟୁରଭଞ୍ଜିଆ ଜୁହାର ଜଣାଉଛି କ୍ଷ ସମ୍ନାନ୍ୱିତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ଥିଲେ କ୍ଷ ପଣ୍ଡିତ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ, ଭଦ୍ରକ ମାଟି ହେଉଛି ସାହିତ୍ୟ, ସଂସ୍କୃତି, ରାଜନୀତି, ଇତିହାସ, ସ୍ୱାଧୀନତା ସଂଗ୍ରାମୀ ଗଣ ଏଇଠୁ ଜନ୍ମ ନେଇ ରାଜ୍ୟ ଓ ଦେଶକୁ ଗୌରବ ୧କ୍ତଇବଦେଇଛନ୍ତି ସବୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ବିଭିର୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃଷକ, ଛାତ୍ର, ହସ୍ତ କାରିଗର ଙ୍କୁ ସନମାନିତା କରାଯାଇଥିଲା କ୍ଷ ଏହି ମହୋତ୍ସବ ୮ ଦିନ ଧରି ଚାଲିଥିଲା, ପୁସ୍ତକ ମହୋତ୍ସବ, ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳା, ହସ୍ତ ଶିଳ୍ପ ମେଳା ପ୍ରମୁଖ ଆୟୋଜିତ ହୋଇଥିଲା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ରବି ନାରାୟଣ ସାହୁ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଭଦ୍ରକ ବିଡ଼ିଓ ରଶ୍ମି ରଞ୍ଜନ ମହାନ୍ତି, ସହ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.