Home ଜିଲ୍ଲା ପରିକ୍ରମା ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ବିଶୋଧନ

ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ବିଶୋଧନ

81

ସମ୍ବଲପୁର, ୩୦/୭ (ଓଡ଼ିଆ ପୁଅ/ସରୋଜ ସାହୁ): ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ସହର ର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି। ସୋମବାର ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ସହାୟତାରେ ୩ ଟି ଗାଡି ଯୋଗେ ସହର ର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମୁଖ୍ୟ ରାସ୍ତା ଗୁଡିକ ବିଶୋଧନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.