Home କୋରାପୁଟ ଜିଲ୍ଲା  ଜଏଂଟ ଫ୍ଲାଇନିଂ ସ୍କ୍ୱାଡର ଔଷଧ  ଦୋକାନରେ ଚଢାଉ

ଜିଲ୍ଲା  ଜଏଂଟ ଫ୍ଲାଇନିଂ ସ୍କ୍ୱାଡର ଔଷଧ  ଦୋକାନରେ ଚଢାଉ

38

କୋରାପୁଟ୨୪-୦୪(ଓଡିଆ ପୁଅ /ରଂଜନ ଦାସ) କରୋନା ଔଷଧର କଳାବଜାରୀ ଓ  ଚଢାଦରରେ ବିକ୍ରି ଅଭିଯୋଗ ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ଜଏଂଟ ଫ୍ଲାଇନିଂ ସ୍କ୍ୱାଡ ଗଠନ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ଜଏଂଟ ଫ୍ଲାଇନିଂ ସ୍କ୍ୱାଡ ତରଫରୁ ଜିଲ୍ଲାର ଜୟପୁରର ବିଭିନ୍ନ ଔଷଧ  ଦୋକାନରେ ଗତକାଲି ଚଢାଉ କରାଯାଇଥିଲା ।ଆଜି କୋରାପୁଟ ସହରରେ ଥିବା ବିଭିନ୍ନ ଦୋକାନରେ ଚଢାଉ କରାଯାଇ ନଥିପତ୍ର ଯାଂଚ କରିଥିଲେ  ା ଜିଲାପାଳ ଅବଦ୍ଦାଲ ଏମ ଅଖତାର ,ଏସପି ବରୁଣ ଗୁଣଣ୍ଠୁପାଲ୍ଲିଙ୍କ ନିର୍ଦ୍ଦେଶରେ  ଉଭୟ ବିଭାଗ ଚଢାଉ ଆରମ୍ଭ କରିଛନ୍ତି ।  ଚଢାଉ ସମୟରେ ପୋଲିସ ଇନସପେକ୍ଟର ସୁମିତ୍ରା ଜେନା,ସବ-ଇନସପେକ୍ଟର ଯୋଶବନ୍ତ ସେଲମା,ଡ୍ରଗସ ଇନସପେକ୍ଟର ସୁଧୀର କୁମାର ଜେନାଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.