ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଳିନୀ କାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ମନରେଗା ବଂଚାଅ ସଂଗ୍ରାମ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ଦିନିକିଆ ଉପବାସ ଓ ସାଙ୍କେତିକ ପ୍ରତିବାଦ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ,ଟାଉନ୍ ସଭାପତି ମୋକିତ୍ ଖାନ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳ, ଦଳିତ ସେଲ ରାଜ୍ୟ ସାଧାରଣ ସମ୍ପାଦକ ରାଜ କିଶୋର ଜେନା, ଆରଜିପିଆରଏସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ଦାସ, ହରିହର ମଣ୍ଡଳ ଜିଲ୍ଲା ମହିଳା କଂଗ୍ରେସ ଉପସଭାପତି ଶର୍ମିଷ୍ଠା ପଣ୍ଡା, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀକାନ୍ତ ଚାନ୍ଦ,ଧାମନଗର ବ୍ଲକ ସଭାପତି ରମେଶ ବେହେରା, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ,ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ବଳରାମ ରାଉତ, ଆରଜିପିଆରଏସ ଜିଲ୍ଲା ସଭାପତି ସୁଶାନ୍ତ ବାରିକ,ବିଜୟ ବାରିକ,ଭଦ୍ରକ ନିର୍ବଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଲ୍ଲିୟାସ ଖାନ, ସାହିଲ୍ କାଦ୍ରି,ଧାମନଗର ଯୁବ ସଭାପତି ଆଲୋକ ସ୍ୱାଇଁ,ମନୋଜ ମଲ୍ଲିକ, ଦୀନବନ୍ଧୁ ଦାସ, ପବିତ୍ର ପୃଷ୍ଟି,ଜୀତେନ୍ଦ୍ର ପାଣିଗ୍ରାହୀ,ବଳରାମ ପଣ୍ଡା,ହାଡିବନ୍ଧୁ ବିଶ୍ୱାଳ , ସୌଭାଗ୍ୟ ରାଉତ,ନିଲକମଲ୍ ପତି,ପୁର୍ବତନ ସରପଂଚ ମୁସ୍ତାକ ଅଲ୍ଲି ଖାନ, ନିରଞ୍ଜନ ମଲ୍ଲିକ,ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ଜିଲା କଂଗ୍ରେସ କମିଟି ପକ୍ଷରୁ ମନରେଗା ବଂଚାଅକୁ ନେଇ ଦିନିକିଆ ଉପବାସ ଓ ସାଙ୍କେତିକ ପ୍ରତିବାଦ








