Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ୨୦୨୫

ଜିଲାସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ୨୦୨୫

10

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍କୁଲ ଠାରେ ଜିଲାସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ୨୦୨୫ ଏବଂ କଳା ପ୍ରଦର୍ଶନୀ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାରୋହ କୁ ଉଦ୍‌ଘାଟନ କରି ଛାତ୍ର ଛାତ୍ରୀ ମାନେ ବଡ଼ ହୋଇ ସାଂସଦ ଭବନରେ ସମ୍ବିଧାନର ନିୟମ ଅନୁପାଳନ କରି ନିଜର ଦକ୍ଷତା ନିଜ ନିଜ ଅଂଚଳର ମୌଳିକ ସମସ୍ୟା ଯୋଜନା ସଠିକ୍ ତଥ୍ୟ ଉପସ୍ଥାପନ କରି ପ୍ରତିପାଦନ କରିବା ସହ ଦେଶ ଓ ରାଜ୍ୟର ନେତୃତ୍ୱ ନେଇ ପାରିବେ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଜିଲ୍ଲା ଶିକ୍ଷା ଅଧୂକାରୀ ଜଗବନ୍ଧୁ ସାହୁ ଙ୍କ ସମେତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଥିବା ବେଳେ ବିଭିନ୍ନ କଳା ପ୍ରଦର୍ଶନୀ ସ୍ଥାନ ପାଇବାରୁ ଜିଲ୍ଲାପାଳ ପ୍ରମୁଖ ବୁଲି ଦେଖୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.