Home Top News ଜର୍ମାନୀରେ ଗିରଫ ହେଲା ଲୁଧିଆନା ବିସ୍ଫୋରଣର ଅଭିଯୁକ୍ତ

ଜର୍ମାନୀରେ ଗିରଫ ହେଲା ଲୁଧିଆନା ବିସ୍ଫୋରଣର ଅଭିଯୁକ୍ତ

61

ନୂଆଦିଲ୍ଲୀ ୨୮-୧୨ (ଓଡ଼ିଆ ପୁଅ) ଲୁଧିଆନା ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜସବିନ୍ଦର ସିଂ ମୁଲତାନୀକୁ ଜର୍ମାନରୁ ଗିରଫ କରାଯାଇଛି।

ଭାରତ ସରକାର ଜର୍ମାନୀ ସରକାରଙ୍କୁ ନିବେଦନ କରିଥିଲେ।

ସୂଚନାନୁସାରେ, ମଲତାନୀ ISI ର ନିର୍ଦ୍ଦେଶରେ କାମ କରୁଥିଲା

ଗୁରୁବାର ଦିନ କୋର୍ଟ ପରିସରରେ ବିସ୍ଫୋରଣର ଏକ ଘଟଣା ଘଟିଛି ଯେଉଁଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.