Home ଜାତୀୟ ଜନ୍ମ ରେକର୍ଡ ସଂଶୋଧନ ପାଇଁ ପିଏଫ ସଦସ୍ୟମାନଙ୍କୁ ସୁବିଧା ଦେବା ନିମନ୍ତେ ସଂଶୋଧିତ ନିର୍ଦ୍ଦେଶନାମା ଜାରି...

ଜନ୍ମ ରେକର୍ଡ ସଂଶୋଧନ ପାଇଁ ପିଏଫ ସଦସ୍ୟମାନଙ୍କୁ ସୁବିଧା ଦେବା ନିମନ୍ତେ ସଂଶୋଧିତ ନିର୍ଦ୍ଦେଶନାମା ଜାରି କଲା ଇପିଏଫଓ

328

ନୂଆ ଦିଲ୍ଲୀ ୫-୪ (ଓଡ଼ିଆ ପୁଅ) କୋଭିଡ-19 ମହାମାରୀ ଜନିତ ପ୍ରଭାବ ଯୋଗୁ ଆର୍ଥିକ ଚାପରେ ଥିବା ପିଏଫ ସଦସ୍ୟମାନଙ୍କୁ ନିଜର ପିଏଫ ସଞ୍ଚୟରୁ ଅଣଫେରସ୍ତ ଯୋଗ୍ୟ ଅଗ୍ରୀମ ଉଠାଇବା ଲାଗି ଅନଲାଇନ ଆବେଦନ ସୁବିଧା ଦେବା ସହିତ ସମସ୍ତ ଆବେଦନଗୁଡ଼ିକର ତୁରନ୍ତ ସମାଧାନ କରିବା ଲାଗି କ୍ଷେତ୍ରୀୟ ସ୍ତରର ଅଧିକାରୀମାନଙ୍କୁ ଇପିଏଫଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.