Home Coronavirus Outbreak ଜଙ୍ଗଲରେ ନିଆଁ ବ୍ୟାପିବା ଭଳି ବଢ଼ୁଛି କରୋନା ସଂକ୍ରମଣ: ସଂସଦରେ କାର୍ଯ୍ୟ କରୁଥିବା ୪୦୦ ଜଣ...

ଜଙ୍ଗଲରେ ନିଆଁ ବ୍ୟାପିବା ଭଳି ବଢ଼ୁଛି କରୋନା ସଂକ୍ରମଣ: ସଂସଦରେ କାର୍ଯ୍ୟ କରୁଥିବା ୪୦୦ ଜଣ କରୋନା ସଂକ୍ରମିତ

32

ନୂଆ ଦିଲ୍ଲୀ ୯ -୧ (ଓଡ଼ିଆ ପୁଅ) ଜଙ୍ଗଲରେ ନିଆଁ ବ୍ୟାପିବା ଭଳି ବଢ଼ୁଛି କରୋନା ସଂକ୍ରମଣ: ସଂସଦରେ କାର୍ଯ୍ୟ କରୁଥିବା ୪୦୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ଜାନୁଆରୀ ୬ ଏବଂ ୭ ରେ କରୋନା ପରୀକ୍ଷଣ କରାଯାଇଥିବା ଜଣାପଡ଼ିଛି।

ଅପର ପକ୍ଷରେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି କରୋନା ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟଯେ, ସୁପ୍ରିମକୋର୍ଟର ଚାରିଜଣ ବିଚାରପତି କରୋନା ସଂକ୍ରମିତ ହୋଇଥିବା ବେଳେ କୋର୍ଟର ୧୫୦ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.