Home ଓଡ଼ିଶା ଛେଳି ଚୋରକୁ ନିର୍ଦ୍ଧୁମ ମାଡ

ଛେଳି ଚୋରକୁ ନିର୍ଦ୍ଧୁମ ମାଡ

642

ଯାଜପୁର, ୩୧/୧୦, (ଓଡ଼ିଆ ପୁଅ ପି ନାୟକ):ଯାଜପୁର ଜିଲ୍ଲା ଝାରପଡ଼ା ଗାଁ ରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାଟି ହେଲା ଲୋକମାନେ ଧନ, ସୁନା ପଇସା ଚୋରି କରିବାକୁ ଆସନ୍ତି। ହେଲେ ଗତକାଲି ବିଳମ୍ବିତ ରାତିରେ ୪ ଦୁର୍ବୃତ୍ତ ଏକ ଚାରି ଚକିଆ ଯାନରେ ଆସି ଗୁହାଳରୁ ଛେଳି ଚୋରି କରୁଥିବା ସମୟରେ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇଛନ୍ତି। ତେବେ ୩ ଜଣ ଚୋର ୪ ଟି ଛେଳି ଧରି ଫେରାର ହୋଇଥିବା ବେଳେ ଆଉ ଜଣେ ଲୋକଙ୍କ କବଳରୁ ରକ୍ଷା ପାଇଁ ପାରିନଥିଲା। ପରେ ଗ୍ରାମବାସୀ ତା’କୁ ଏକ ଖୁଣ୍ଟରେ ବାନ୍ଧି ବହେ ଛେଚି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.