Home ଓଡ଼ିଶା ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଆକାଉଣ୍ଟାଣ୍ଟ, ଥାନାରେ ଏତଲା

ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଆକାଉଣ୍ଟାଣ୍ଟ, ଥାନାରେ ଏତଲା

859

ଢେଙ୍କାନାଳ,୨୬/୧୦,(ଓଡ଼ିଆ ପୁଅ ପି ନାୟକ):ଢ଼େଙ୍କାନାଳ ସରାଙ୍ଗ ସ୍ଥିତ ଆଇଜିଆଇଟି ଇଞ୍ଜିନିୟରିଂ କଲେଜର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଛାତ୍ରୀଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଅନୁସାରେ, କଲେଜର ଆକାଉଣ୍ଟାଣ୍ଟ ଡିପ୍ଲୋମା ଛାତ୍ରୀ ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପର୍ଜଙ୍ଗ ଏସ୍‌ଆଇ ସରୋଜ କୁମାର ସେଠୀଙ୍କ ନେତୃତ୍ବରେ ସରାଙ୍ଗ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଆକାଉଣ୍ଟାଣ୍ଟ ଫେରାର ଥିବାରୁ ତାର ନିକଟତର ବ୍ୟକ୍ତିକୁ ଅଟକ ରଖି ପୋଲିସ ପଚରାଉଚରା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.