Home ଅପରାଧ ଚୋରା ମଦ ବେପାରୀ ଗିରଫ:୫.୬ଲିଟର ମଦ ଜବତ ଅପରାଧଜିଲ୍ଲା ପରିକ୍ରମାମାଲକାନଗିରି ଚୋରା ମଦ ବେପାରୀ ଗିରଫ:୫.୬ଲିଟର ମଦ ଜବତ By Debadatta Rath - October 20, 2018 107 Total0 0 0 0 0ଭୁବନେଶ୍ୱର;୨୦,ଅକ୍ଟୋବର:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ଜଣେ ଜଣେ ଚୋରା ମଦ ବେପାରକୁ ଗିରଫ କରିବା ସହ ତା’ଠାରୁ ୫.୬ଲିଟର ଚୋରା ବିଦେଶୀ ମଦ ଜବତ କରିଛି।ଗିରଫ ଅଭିଯୁକ୍ତର ନାମ ବାସୁ ଖିଲା।ମଦ ନେଇ ଯାଉଥିବା ବେଳେ ପଞ୍ଜାବୀ ଛକ ନିକଟରୁ ପୁଲିସ ତାକୁ ମଦ ସହ ଗିରଫ କରିଛି।/ଦେବଦତ୍ତ Tweet Total0 0 0 0 0