Home ଜିଲ୍ଲା ପରିକ୍ରମା ଚାନ୍ଦା ଆଦାୟ କରୁଥିବା ୨ ଯୁବକ ଗିରଫ

ଚାନ୍ଦା ଆଦାୟ କରୁଥିବା ୨ ଯୁବକ ଗିରଫ

42

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ନିକଟରେ ରାଜପଥରେ ବିଭିନ୍ନ ଗାଡିକୁ ଅଟକାଇ ଚାନ୍ଦା ଆଦାୟ କରୁଥିବା ୨ଜଣ ଯୁବକଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଭଦ୍ରକ ଜାନୁଗଞ୍ଜ ଅଞ୍ଚଳର ହେମନ୍ତ ଚାନ୍ଦ ଏବଂ ରାନ୍ଦିଆ ଅଞ୍ଚଳର ବିମଳ କୁମାର ବାରିକ । ପୁଲିସ ଏକ ମୋଟର ସାଇକେଲ ମଧ୍ୟ ଜବତ କରିଛି । ଉଭୟଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.