Home କେନ୍ଦୁଝର ଥାନା ଡ୍ରାଇଭରଙ୍କୁ ପଜେଟିଭି

ଥାନା ଡ୍ରାଇଭରଙ୍କୁ ପଜେଟିଭି

346

ହାଟଡିହି -୧୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ମୁନିସପାଲଟିରେ ଆଜି ପୁଣି ଦୁଇ ପଜେଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଘସିପୁରା ଥାନାର ଡ୍ରାଇଭର ହୋଇଥିବାବେଳେ ଅନ୍ୟ ଜଣେ ଆନନ୍ଦପୁର ସବଜେଲ କର୍ମଚାରୀ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ସୁଚନା ଦେଇଛନ୍ତି । ମୁନିସପାଲଟିର ପଦ୍ମପୁର ୱାର୍ଡରେ ରହୁଥିବା ଡ୍ରାଇଭର ଜଣଙ୍କ ଗତ ୫ଦିନ ତଳେ ଜ୍ୱରରେ ଆକ୍ରାନ୍ତ ହେବାରୁ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ତାଙ୍କର ପଜେଟିଭ ରିପୋର୍ଟ ଆସିଛି । ସେହିପରି ଆନନ୍ଦପୁର ସବଜେଲରେ ପୁର୍ବରୁ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣେ କର୍ମଚାରୀ ପଜେଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.