Home ଓଡ଼ିଶା ଘର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ଘର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

118

ଅନୁଗୁଳ,୦୪/୧୧,(ଓଡ଼ିଆ ପୁଅ ପି ନାୟକ):ଅନୁଗୁଳ ସିପିପି ଛକ ନିକଟରେ ଏକ ବଡ଼ ଧରଣର ଚୋରୀ ହୋଇଛି। ସେଠାରେ ଜଣକ ଘର ଗ୍ରୀଲ ତାଡି ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ଅନୁସାରେ,  ବରଦା ପ୍ରସନ୍ନ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଙ୍କ ଘରୁ ଏହି ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ବରଦା ଓ  ତାଙ୍କ ବାପା ବିଧୁ ଭୂଷଣ ପଟ୍ଟନାୟକଙ୍କୁ କିଛି ଦୁର୍ବୃତ୍ତ ବାନ୍ଧି ସେମାନଙ୍କୁ ବନ୍ଧୁକ ଦେଖାଇ ଏହି ଚୋରି କରିଛନ୍ତି । ପରେ ନାଲକୋ ଥାନାରେ ଅଭିଯୋଗ ପରେ ପୋଲିସ ଏବେ  ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.