Home Top News ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ୟୁଜି ଏବଂ ପିଜି ଶ୍ରେଣୀଗୃହ ଶିକ୍ଷାଦାନ ୨୭ ରୁ ୨...

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ୟୁଜି ଏବଂ ପିଜି ଶ୍ରେଣୀଗୃହ ଶିକ୍ଷାଦାନ ୨୭ ରୁ ୨ ସ୍ଥଗିତ

47

ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ୟୁଜି ଏବଂ ପିଜି ଶ୍ରେଣୀଗୃହ ଶିକ୍ଷାଦାନ ଆସନ୍ତା କାଲିଠାରୁ ଅର୍ଥାତ୍ ୨୭.୦୪.୨୦୨୨ ରୁ ୦୨.୦୫.୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଏ ନେଇ ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।

କିନ୍ତୁ, ଅନ୍ୟାନ୍ୟ କାର୍ଯ୍ୟକଳାପ ଯେପରିକି ପରୀକ୍ଷା, ମୂଲ୍ୟାଙ୍କନ, ପ୍ରଶାସନିକ କାର୍ଯ୍ୟ, ରିସର୍ଚ୍ଚ କାର୍ଯ୍ୟ ଇତ୍ୟାଦି ପୂର୍ବପରି ଜାରି ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.