Home ଓଡ଼ିଶା ଗୋବର୍ଦ୍ଧନ ପୀଠ ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ରହିବ ନାହିଁ

ଗୋବର୍ଦ୍ଧନ ପୀଠ ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ରହିବ ନାହିଁ

88

ଭୁବନେଶ୍ୱର ୧୬-୧୧ (ଓଡ଼ିଆ ପୁଅ) ବିଧାନସଭା ଶୀତକାଳୀନ ଅଧିବେଶନର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଧେୟକ,୨୦୧୯ ପାରିତ ହୋଇଛି। ଏହା ଫଳରେ ଏବେ ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ରହିବ ନାହିଁ।

ସୂଚନାଯୋଗ୍ୟଯେ, ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ଆଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.