Home କୋରାପୁଟ ଗୈାତମନଗର ପଂଚମୁଖୀ ହନୁମାନ ମନ୍ଦିର ନୂତନ କର୍ମକର୍ତା ମନୋନୀତ

ଗୈାତମନଗର ପଂଚମୁଖୀ ହନୁମାନ ମନ୍ଦିର ନୂତନ କର୍ମକର୍ତା ମନୋନୀତ

37

କୋରାପୁଟ ୦୮-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଗୈାତମନଗର ପଂଚମୁଖୀ ହନୁମାନ ମନ୍ଦିର ନୂତନ କର୍ମକର୍ତା ମନୋନୀତ କରାଯାଇଥିବା ଜଣାପଡିଛି ।ପ୍ରଫୁଲ୍ଲ କୁମାର ମହାପାତ୍ର୍ରୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ତେଜେଶ୍ୱର ଗନ୍ତାୟତଙ୍କୁ ସଂପାଦକ ଭାବେ ମନୋନୀତ କରାଯାଇଛି ।ସେହିପରି ସୁବାସ ଚନ୍ଦ୍ର ତ୍ରୀପାଠୀ(ଉପସଭାପତି),ବି.ଜଗଦୀଶ କୁମାର(ଯୁଗ୍ମ ସଂପାଦକ),ଅମୀୟ କୁମାର ମହାନ୍ତି(କୋଷାଧ୍ୟକ୍ଷ) ଓ ସୁଦର୍ଶନ ଗୈାଡଙ୍କୁ ଆଇନ ପରାମର୍ଶଦାତା ଭାବେ ମନୋନୀତ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.