Home Top News ଗତ ୧୬ ଦିନ ମଧ୍ୟରେ ୧୪ ଥର ଦର ବୃଦ୍ଧି : ଆଜି ପୁଣି ବଢ଼ିଲା...

ଗତ ୧୬ ଦିନ ମଧ୍ୟରେ ୧୪ ଥର ଦର ବୃଦ୍ଧି : ଆଜି ପୁଣି ବଢ଼ିଲା ତୈଳ ଦର

49

ନୂଆ ଦିଲ୍ଲୀ ୬ – ୪ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି।

ଗତ ୧୬ ଦିନ ମଧ୍ୟରେ ୧୪ ଥର ଦର ବୃଦ୍ଧି ହୋଇସାରିଲାଣି। ତେବେ ପ୍ରତି ଲଟରରେ ଦରରେ ୧୦ ଟଙ୍କା ବୃଦ୍ଧି ଘଟିଛି।

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଜାଣି ନିଅନ୍ତୁ ମେଟ୍ରୋ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୫.୪୧ ୦.୮ ୯୬.୬୭ ୦.୮
ମୁମ୍ବାଇ ସିଟି ୧୨୦.୫୧ ୦.୮୪ ୧୦୪.୭୭ ୦.୮୫
କୋଲକାତା ୧୧୫.୧୨ ୦.୮୪ ୯୯.୮୩ ୦.୮୧
ଚେନ୍ନାଇ ୧୧୦.୯୫ ୦.୮୪ ୧୦୧.୦୪ ୦.୮୫
ଭୁବନେଶ୍ୱର ୧୧୨.୫ ୦.୮୬ ୧୦୨.୨୪ ୦.୮୫

ଜାଣି ନିଅନ୍ତୁ ଜେଶ ତଥା ରାଜ୍ୟର ବିଭିନ୍ନ ସହରର ପେଟ୍ରୋଲ ଏବଂ ଡିଜେଲ କ୍ରମରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୫.୪୧ ୧୦୪.୬୧ ୦.୮
କୋଲକାତା ୧୧୫.୧୨ ୧୧୪.୨୮ ୦.୮୪
ମୁମ୍ବାଇ ୧୨୦.୫୧ ୧୧୯.୬୭ ୦.୮୪
ଚେନ୍ନାଇ ୧୧୦.୯୫ ୧୧୦.୧୧ ୦.୮୪
ଗୁରୁଗାଓଁ ୧୦୫.୭୭ ୧୦୪.୭୬ ୧.୦୧
ନୋଏଡା ୧୦୫.୬ ୧୦୪.୫୩ ୧.୦୭
ବାଙ୍ଗାଲୋର ୧୧୧.୧୬ ୧୧୦.୨୫ ୦.୯୧
ଭୁବନେଶ୍ୱର ୧୧୨.୩୬ ୧୧୧.୫୪ ୦.୮୨
ଚଣ୍ଡିଗଡ଼ ୧୦୪.୭୪ ୧୦୩.୯୬ ୦.୭୮
ହାଇଦ୍ରାବାଦ ୧୧୯.୪୯ ୧୧୮.୫୯ ୦.୯
ଜୟପୁର ୧୧୮.୦୩ ୧୧୭.୧୫ ୦.୮୮
ଲକ୍ଷ୍ନୌ ୧୦୫.୨୫ ୧୦୪.୪୫ ୦.୮
ପାଟନା ୧୧୬.୨୯ ୧୧୫.୪୬ ୦.୮୩
ତ୍ରୀଭେନ୍ଦ୍ରମ୍ ୧୧୬.୯୨ ୧୧୬.୩୨ ୦.୬
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୬.୬୭ ୯୫.୮୭ ୦.୮
କୋଲକାତା ୯୯.୮୩ ୯୯.୦୨ ୦.୮୧
ମୁମ୍ବାଇ ୧୦୪.୭୭ ୧୦୩.୯୨ ୦.୮୫
ଚେନ୍ନାଇ ୧୦୧.୦୪ ୧୦୦.୧୯ ୦.୮୫
ଗୁରୁଗାଓଁ ୯୭.୦୨ ୯୬.୦୧ ୧.୦୧
ନୋଏଡା ୯୭.୧୫ ୯୬.୦୯ ୧.୦୬
ବାଙ୍ଗାଲୋର ୯୪.୮୬ ୯୪.୦୧ ୦.୮୫
ଭୁବନେଶ୍ୱର ୧୦୨.୧୧ ୧୦୧.୨୯ ୦.୮୨
ଚଣ୍ଡିଗଡ଼ ୯୦.୮୩ ୯୦.୦୯ ୦.୭୪
ହାଇଦ୍ରାବାଦ ୧୦୫.୪୯ ୧୦୪.୬୨ ୦.୮୭
ଜୟପୁର ୧୦୦.୯୨ ୧୦୦.୧୧ ୦.୮୧
ଲକ୍ଷ୍ନୌ ୯୬.୮୩ ୯୬.୦୩ ୦.୮
ପାଟନା ୧୦୧.୧୨ ୧୦୦.୩୨ ୦.୮
ତ୍ରୀଭେନ୍ଦ୍ରମ୍ ୧୦୩.୬୯ ୧୦୩.୧୧ ୦.୫୮
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୧୪.୧୨ ୧୧୩.୩୧ ୦.୮୧
ବାଲେଶ୍ୱର ୧୧୨.୮୮ ୧୧୧.୬୯ ୧.୧୯
ବରଗଡ ୧୧୩.୨୧ ୧୧୨.୯୫ ୦.୨୬
ଭଦ୍ରକ ୧୧୩.୦୪ ୧୧୨.୧୮ ୦.୮୬
ଭୁବନେଶ୍ୱର ୧୧୨.୩୬ ୧୧୧.୫୪ ୦.୮୨
ବଲାଙ୍ଗୀର ୧୧୪.୯୮ ୧୧୪.୧୩ ୦.୮୫
ବୌଦ୍ଧ ୧୧୪.୭୭ ୧୧୩.୬୩ ୧.୧୪
କଟକ ୧୧୨.୮୫ ୧୧୧.୯୯ ୦.୮୬
ଦେବଗଡ଼ ୧୧୩.୩୧ ୧୧୨.୮ ୦.୫୧
ଢେଙ୍କାନାଳ ୧୧୩.୨୯ ୧୧୨.୪୪ ୦.୮୫
ଗଜପତି ୧୧୪.୪୨ ୧୧୪.୧୧ ୦.୩୧
ଗଞ୍ଜାମ ୧୧୩.୪୧ ୧୧୩.୧୧ ୦.୩
ଜଗତସିଂହପୁର ୧୧୨.୦୨ ୧୧୧.୧୭ ୦.୮୫
ଯାଜପୁର ୧୧୩.୦୭ ୧୧୧.୮୭ ୧.୨
ଝାରସୁଗୁଡ଼ା ୧୧୨.୯୯ ୧୧୧.୭୬ ୧.୨୩
କଳାହାଣ୍ଡି ୧୧୬.୨୮ ୧୧୪.୨୧ ୨.୦୭
କନ୍ଧମାଳ ୧୧୪.୧୯ ୧୧୩.୩୩ ୦.୮୬
କେନ୍ଦ୍ରାପଡା ୧୧୨.୪୨ ୧୧୧.୫୬ ୦.୮୬
କେନ୍ଦୁଝର ୧୧୪.୦୮ ୧୧୩.୬୫ ୦.୪୩
ଖୋର୍ଦ୍ଧା ୧୧୨.୩୬ ୧୧୧.୫୪ ୦.୮୨
କୋରାପୁଟ ୧୧୬.୯୪ ୧୧୬.୨୪ ୦.୭
ମାଲକାନଗିରି ୧୧୮.୫୧ ୧୧୭.୨ ୧.୩୧
ମୟୁରଭଞ୍ଜ ୧୧୪.୨୯ ୧୧୨.୫ ୧.୭୯
ନବରଙ୍ଗପୁର ୧୧୬.୫୬ ୧୧୬.୫୮ -୦.୦୨
ନୟାଗଡ଼ ୧୧୨.୯୪ ୧୧୧.୯୩ ୧.୦୧
ନୂଆପଡ଼ା ୧୧୫.୪୮ ୧୧୪.୧୩ ୧.୩୫
ପୁରୀ ୧୧୨.୭୨ ୧୧୨.୦୬ ୦.୬୬
ରାୟଗଡ଼ା ୧୧୬.୦୩ ୧୧୫.୪୬ ୦.୫୭
ସମ୍ବଲପୁର ୧୧୩.୮ ୧୧୨.୩ ୧.୫
ସୋନପୁର ୧୧୩.୮୪ ୧୧୩.୧୪ ୦.୭
ସୁନ୍ଦରଗଡ ୧୧୨.୫୮ ୧୧୩.୨୩ -୦.୬୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୩.୮୧ ୧୦୩ ୦.୮୧
ବାଲେଶ୍ୱର ୧୦୨.୬୩ ୧୦୧.୪୫ ୧.୧୮
ବରଗଡ ୧୦୨.୯୫ ୧୦୨.୬୮ ୦.୨୭
ଭଦ୍ରକ ୧୦୨.୭୮ ୧୦୧.୯୩ ୦.୮୫
ଭୁବନେଶ୍ୱର ୧୦୨.୧୧ ୧୦୧.୨୯ ୦.୮୨
ବଲାଙ୍ଗୀର ୧୦୪.୬୬ ୧୦୩.୮୧ ୦.୮୫
ବୌଦ୍ଧ ୧୦୪.୪୩ ୧୦୩.୩୧ ୧.୧୨
କଟକ ୧୦୨.୫୮ ୧୦୧.୭୩ ୦.୮୫
ଦେବଗଡ଼ ୧୦୩.୦୫ ୧୦୨.୫୩ ୦.୫୨
ଢେଙ୍କାନାଳ ୧୦୩.୦୧ ୧୦୨.୧୬ ୦.୮୫
ଗଜପତି ୧୦୪.୦୯ ୧୦୩.୭୭ ୦.୩୨
ଗଞ୍ଜାମ ୧୦୩.୧୨ ୧୦୨.୮୧ ୦.୩୧
ଜଗତସିଂହପୁର ୧୦୧.୭୬ ୧୦୦.୯୧ ୦.୮୫
ଯାଜପୁର ୧୦୨.୭୮ ୧୦୧.୫୯ ୧.୧୯
ଝାରସୁଗୁଡ଼ା ୧୦୨.୭୩ ୧୦୧.୫୩ ୧.୨
କଳାହାଣ୍ଡି ୧୦୫.୯୧ ୧୦୩.୮୯ ୨.୦୨
କନ୍ଧମାଳ ୧୦୩.୮୭ ୧୦୩.୦୨ ୦.୮୫
କେନ୍ଦ୍ରାପଡା ୧୦୨.୧୪ ୧୦୧.୨୯ ୦.୮୫
କେନ୍ଦୁଝର ୧୦୩.୭୫ ୧୦୩.୩୧ ୦.୪୪
ଖୋର୍ଦ୍ଧା ୧୦୨.୧୧ ୧୦୧.୨୯ ୦.୮୨
କୋରାପୁଟ ୧୦୬.୫୪ ୧୦୫.୮୫ ୦.୬୯
ମାଲକାନଗିରି ୧୦୮.୦୫ ୧୦୬.୭୭ ୧.୨୮
ମୟୁରଭଞ୍ଜ ୧୦୩.୯୮ ୧୦୨.୨୪ ୧.୭୪
ନବରଙ୍ଗପୁର ୧୦୬.୧୮ ୧୦୬.୧୮
ନୟାଗଡ଼ ୧୦୨.୬୭ ୧୦୧.୬୭
ନୂଆପଡ଼ା ୧୦୫.୧୪ ୧୦୩.୮୧ ୧.୩୩
ପୁରୀ ୧୦୨.୪୬ ୧୦୧.୭୯ ୦.୬୭
ରାୟଗଡ଼ା ୧୦୫.୬୪ ୧୦୫.୦୭ ୦.୫୭
ସମ୍ବଲପୁର ୧୦୩.୫୨ ୧୦୨.୦୫ ୧.୪୭
ସୋନପୁର ୧୦୩.୫୬ ୧୦୨.୮୬ ୦.୭
ସୁନ୍ଦରଗଡ ୧୦୨.୩୪ ୧୦୨.୯୫ -୦.୬୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.