Home କେନ୍ଦୁଝର ଗଣପତି ଟ୍ରେଡରର୍ସ ହିରୋ ସୋରୁମ ପକ୍ଷରୁ ଶହେ ମିଲିୟନ ଉତ୍ସବ

ଗଣପତି ଟ୍ରେଡରର୍ସ ହିରୋ ସୋରୁମ ପକ୍ଷରୁ ଶହେ ମିଲିୟନ ଉତ୍ସବ

55

ହାଟଡିହି, ୨୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଛେନାପଦିଛକ ଠାରେ ଥିବା ଗଣପତି ଟ୍ରେଡର୍ସ ହିରୋ ସୋରୁମ ପକ୍ଷରୁ ହିରେର ୧୦୦ମିଲିୟନ ସେଲବରେସନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ଶହେ ମିଲିୟନ ଗାଡି ବିକ୍ରୀ ଅବସରରେ ସମସ୍ତ ସୋରୁମ ମାନଙ୍କରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଗଣପତି ଟ୍ରେଡର୍ସର ପ୍ରୋପାଇଟର ନିତ୍ୟାନନ୍ଦ ପହି, ନାରାୟଣ ପହି, ଦେବାଶିଷ ବେହେରା, ବଳରାମ ବେହେରା, ଦେବରଞ୍ଜନ ପଟ୍ଟନାୟକ, ଶ୍ରୀଧର ଜେନା, ମନୋରଞ୍ଜନ ଓଝା, ଚନ୍ଦନ କୁମାର ଜେନା, ନରେନ୍ଦ୍ର ଜେନା, ବିଜୁ ଜେନା, ଚୁଡାମଣି ସାମଲ, ତାପସ କୁମାର ମହାପାତ୍ର, ଦିପ୍ତୀରଞ୍ଜନ ଦାସ, ତୃପ୍ତୀମୟୀ ଜେନା, ଗୀତାଞ୍ଜଳୀ ସାହୁ, ମୁକ୍ତା ମଞ୍ଜରୀ ନାଥ ପ୍ରମୁଖ ଉପସ୍ଥିତ ରହି କେକ୍ କାଟିବା ସହ ଉତ୍ସବ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.