Home ଓଡ଼ିଶା ଗଞ୍ଜେଇ ବୋଝେଇ କାରରେ ନିଆଁ ଲାଗିଲା ଓଡ଼ିଶାଜିଲ୍ଲା ପରିକ୍ରମାମାଲକାନଗିରି ଗଞ୍ଜେଇ ବୋଝେଇ କାରରେ ନିଆଁ ଲାଗିଲା By Bureau - September 22, 2020 114 Total0 0 0 0 0ମାଲକାନଗିରି ୨୨-୯ (ଓଡ଼ିଆ ପୁଅ) ମାଲକାନଗିରି କାଲିମେଳା ଜାତୀୟ ରାଜପଥ ଏମ ଭି ୧୬ ଗ୍ରାମ ଠାରେ ଏକ ଗଞ୍ଜେଇ ବୋଝେଇ କାର ରେ ନିଆଁ ଲାଗି ପୋଡି ଗଲା। ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘଟଣା ସ୍ଥଳରେ ମାଲକାନଗିରି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। Tweet Total0 0 0 0 0