Home Coronavirus Outbreak ଗଞ୍ଜାମ ଏବଂ ମୟୂରଭଞ୍ଜର କରୋନା ଆକ୍ରାନ୍ତଙ୍କର ତଥ୍ୟ ଦେଲେ ରାଜ୍ୟ ସରକାର

ଗଞ୍ଜାମ ଏବଂ ମୟୂରଭଞ୍ଜର କରୋନା ଆକ୍ରାନ୍ତଙ୍କର ତଥ୍ୟ ଦେଲେ ରାଜ୍ୟ ସରକାର

323

ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ଗଞ୍ଜାମର ଶେଷ ୩୬ ଜଣ କରୋନା ଆକ୍ରାନ୍ତଙ୍କର ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ଏବଂ ୩୫ ଜଣ ପୁରୁଷ ଅଛନ୍ତି। ମହିଳାଙ୍କର ବୟସ ୪୪ ବର୍ଷ ହୋଇଥିବା ବେଳେ ୩୫ ଜଣ ପୁରୁଷଙ୍କର ବୟସ ଯଥାକ୍ରମେ ୩୫, ୨୨, ୪୫, ୫୦, ୩୭, ୪୩, ୩୨, ୩୭, ୩୨, ୩୪, ୩୪, ୩୫, ୪୩, ୩୬, ୨୭, ୪୯, ୪୪, ୪୧, ୪୫, ୪୯, ୧୬, ୪୪, ୧୭, ୨୮, ୨୪, ୪୩, ୩୪, ୨୨, ୨୭, ୩୮, ୪୨, ୩୩, ୫୮, ୪୭ ଏବଂ ୩୮ ବର୍ଷ।

ସେହିପରି ମୟୁରଭଞ୍ଜରୁ ଆଜି ରିପୋର୍ଟ ହୋଇଥିବା ଆକ୍ରାନ୍ତ ମାନଙ୍କର ବୟସ ଯଥାକ୍ରମେ ୨୦ ବର୍ଷ ପୁରୁଷ, ୨୬ ବର୍ଷ ପୁରୁଷ ଏବଂ ୩୦ ବର୍ଷ ପୁରୁଷ। ଏମାନେ ସମସ୍ତେ ସୁରାଟ ପେରନ୍ତା ହୋଇଥିବା ବେଳେ ରାଉରକେଲାର ଆକ୍ରାନ୍ତଙ୍କର ବୟସ ୬୮ ବର୍ଷ ଏବଂ ସେ ପୁରୁଷ ବୋଲି ଜଣାପଡ଼ିଛି।

ରାଉରକେଲାର ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍ ରୁ ବୋଲି ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.