Home ଓଡ଼ିଶା ଖୋଲିଲା ଆଉ ଗୋଟିଏ ଗେଟ

ଖୋଲିଲା ଆଉ ଗୋଟିଏ ଗେଟ

155

ସମ୍ବଲପୁର,୦୮/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ହୀରାକୁଦ ଜଳଭଣ୍ଡାରର ଆଉ ଗୋଟିଏ ଗେଟ୍ ଖୋଲିଛି । ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦରେ ଗେଟ ଖୋଲା ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇଥିବା ଜଳସ୍ତର ୬୩୦.୦୦ ଫୁଟ ରହିଛି । ତେଵେ ପୁର୍ବରୁ ଗୋଟିଏ ଗେଟ ଖୋଲଯାଇଥିବା ବେଳେ ଗତକାଲି ସକାଳେ ଗୋଟିଏ ଓ ସନ୍ଧ୍ୟାରେ ପୁଣି ଗୋଟିଏ ଗେଟ ଖୋଲାଯାଇଛି । ଜଳଭଣ୍ତାରକୁ ସେକେଣ୍ତ ପ୍ରତି ୭୦ ହଜାର ୯୯୮ କ୍ୟୁସେକ ଜଳ ପ୍ରଵେଶ କରୁଛି । ମୋଟ ୩ ଟି ଗେଟ ଦେଇ ସେକେଣ୍ତ ପ୍ରତି ୭୦ ହଜାର ୯୯୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.