Home ଜିଲ୍ଲା ପରିକ୍ରମା ଖାନକା ସରିଫରେ ଭଦ୍ରକର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରଫୁଲ୍ଲ ସାମଲଙ୍କ ପ୍ରାର୍ଥନା

ଖାନକା ସରିଫରେ ଭଦ୍ରକର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରଫୁଲ୍ଲ ସାମଲଙ୍କ ପ୍ରାର୍ଥନା

17

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସରକାର ନଗର ସ୍ଥିତ ଖାନକା ସରିଫ୍ ଠାରେ ମୁସଲମାନ ଭାଇ ଓ ଭଉଣୀ ମାନଙ୍କ ଦ୍ୱାରା ଇଦ୍ ଉପଲକ୍ଷେ ଛୋଟେ ସରକାର ଓ ବଡେ ସରକାର ଙ୍କ ମଜାରରେ ଭଦ୍ରକ ର ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ଚଉଦା ମହଲା ମୁସଲିମ ଜମାତ୍ ର ସଭାପତି ଏମଡି ଜକାଉଲ୍ଲା, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୫ ର ପାରିଷଦ ଦିଲ୍ଲୀପ ନାୟକ, ୱାର୍ଡ ନମ୍ବର ୨୮ ର ପାରିଷଦ ସାହୀଦ ଖାନ, ୱାର୍ଡ ନମ୍ବର ୧୩ ର ପାରିଷଦ ଅଞ୍ଜନ କୁମାର ଜେନା, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ମେହେବୁବ ଖାନ, ନସିରୁଦ୍ଧିନ ଖାନ, ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ନେତୃମଣ୍ଡଳୀ ଯୋଗଦେଇ ବାବା ଙ୍କ ମଜାରରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶିର୍ବାଦ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.