Home ଜିଲ୍ଲା ପରିକ୍ରମା ଖଡିପଦାରେ କଂଗ୍ରେସ ବିକ୍ରି କଲା ୨୦ ଟଙ୍କାରେ ଆଳୁ

ଖଡିପଦାରେ କଂଗ୍ରେସ ବିକ୍ରି କଲା ୨୦ ଟଙ୍କାରେ ଆଳୁ

18
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଏବେ ଆଳୁ ସଂକଟ ସାଙ୍ଗକୁ କେତେକ ଚୋରା ବେପାରୀ ସେହି ସୁଯୋଗରେ ଆଳୁ କିଲୋ ପ୍ରତି ୬୦/୭୦ ଟଙ୍କା ବିକ୍ରି କରୁଥିବାବେଳେ ଧାମନଗର ବ୍ଳକ୍ କଂଗ୍ରେସର କାର୍ଯ୍ୟକର୍ତାମାନେ ନିଆରା ଉପାୟରେ ଶାସ୍ତାରେ ଲୋକଙ୍କୁ ଆଳୁ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଏହି ବ୍ଲକ୍‌ର ଦୋବଲ ଜୋନ୍‌ର ଖଡିପଦା ପଂଚାୟତ କଂଗ୍ରେସ ପକ୍ଷରୁ କିଲୋ ପିଛା ୨୦ ଟଙ୍କାରେ ଶହେ ପରିବାରଙ୍କୁ ଆଳୁ ଦିଆଯାଇଥିଲା । ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ଦଳ ପକ୍ଷରୁ ଏହିପରି ନିଆରା ଉପାୟରେ ଆଳୁ ବିକ୍ରି କରାଯିବ ବୋଲି ଯୁବ କଂଗ୍ରେସ ନେତା ସଂଜୟ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ମିଶ୍ରଙ୍କ ସମେତ ପିତାମ୍ବର ପୃଷ୍ଟି, ସାଗର ମିଶ୍ର ସମେତ କଂଗ୍ରେସ କର୍ମୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.