Home ଅପରାଧ କୋଲକତାରୁ ଓଡିଶାଏସ.ଟି.ଏଫ ହେପାଜତରେ ଆସିଲା ଫେରାର ଖଣି ମାଫିଆ ମହମ୍ମଦ ତବରେଜ

କୋଲକତାରୁ ଓଡିଶାଏସ.ଟି.ଏଫ ହେପାଜତରେ ଆସିଲା ଫେରାର ଖଣି ମାଫିଆ ମହମ୍ମଦ ତବରେଜ

158

ଭୁବନେଶ୍ୱର/ କୋଲକତା୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱରୁ ହଂସପାଳରେ ରହି ଖୋର୍ଦ୍ଧା ଜିଲ୍ଲାରେ ନିଜର ବେଆଇନ ଖଣି ସାମ୍ରାଜ୍ୟ ବିସ୍ତାର କରିଥିବା ଜଗତସିଂହପୁର ଜିଲ୍ଲା ତିର୍ତୋଲ ବାସିନ୍ଦା ମହମ୍ମଦ ତବରେଜ ଦିର୍ଘଦିନ ଫେରାର ରହିବା ପରେ କୋଲକତା ବିମାନ ବନ୍ଦରରୁ ନିଜ ପତ୍ନୀ ସହ ଥାଇଲାଣ୍ଡ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଏଆର ପୋଟର ଇମିଟେସନ୍ ହେବା ସମୟରେ କୋଲକତା ପୁଲିସ ଗିରଫ କରିଥିବା ସୁଚନା ମିଳିଛି । ତବରେଜ ଗିରଫ ହେବାର ୨ ଦିନ ପରେ ତା ନାମରେ ଲୁକଆଉଟ୍ ସରକୁଲାର୍ ଜାରି କରାଯାଇଥିବା ପୁଲିସ ଜାଣିବାକୁ ପାଇ ଆଜି ଓଡିଶା ଏସ.ଟି.ଏଫ ଟିମ୍‌କୁ ହସ୍ତାନ୍ତର କରିଛି । ଭୁବନେଶ୍ୱର ଏସଟିଏଫ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ସେ ଗତ କିଛିଦିନ ହେଲା ଫେରାର ଥିବା ବେଳେ ତା ନାମରେ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.