Home କୋରାପୁଟ କୋରାପୁଟ ହସପିଟାଲରୁ ରୋଗୀ ନିଖୋଜ

କୋରାପୁଟ ହସପିଟାଲରୁ ରୋଗୀ ନିଖୋଜ

30

କୋରାପୁଟ ୦୬-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ଜଣାପଡିଛି ।ମାଲାକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସିରାଗୁଡା ଗ୍ରାମର ପ୍ରହଲ୍ଲାଦ କମାର ନିଜ ଘରେ ପଡି ମୁଣ୍ଡରେ ଆଘାତ ହେବାରୁ ପ୍ରଥମେ ମାଥିଲି ଡାକ୍ତରଖାନା ଓ ସେଠାରୁ ଗତ ୩ ତାରିଖରେ କୋରାପୁଟ ହସପିାଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ସ୍ତ୍ରୀ କୁଜି କମାର ଟାଉନଥାନାରେ ଦେଇଥିବା ଏତାଲାରୁ ଜଣାପଡିଛି ।୪ ତାରିଖ ରାତ୍ରୀରେ ହସପିଟାଲରୁ କେଉଁଆଡେ ପଳେଇ ଯାଇଥିଲେ  ଓ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ପତା ନ ମିଳିବାରୁ ଥାନାରେ ଏକ ଏତାଲା  କୋରାପୁଟ ଟାଉନ ଥାନାରେ କୁଜି କମାର ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.