Home କୋରାପୁଟ କୋରାପୁଟ ସହରର ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଉପରେ ଚଢାଉ , ୮ ଶିଶୁ ଶ୍ରମିକ...

କୋରାପୁଟ ସହରର ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଉପରେ ଚଢାଉ , ୮ ଶିଶୁ ଶ୍ରମିକ ଉଦ୍ଧାର

138

କୋରାପୁଟ ; ତା୧୧-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହରର ବିଭିନ୍ନ ହୋଟେଲ ଓ ଗ୍ୟାରେଜ ଉପରେ ପୋଲିସ ଓ ଚାଇଲଡ ଲାଇନର କର୍ମକର୍ତାମାନେ ଆଜି ଅପାରହ୍ନରେ ଚଢାଉ କରି ୮ ଜଣ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ବୋଲି ଜଣାପଡିଛି ।ଉଦ୍ଧାର କରାଯିବା ପରେ ୮ ଜଣ ଶିଶୁମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା ।୭ ଜଣଙ୍କୁ ଷ୍ଟେହୋମରେ ରଖାଯାଇଥିବା ବେଳେ ଜଣେ ଶିଶୁକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.