Home କୋରାପୁଟ କୋରାପୁଟ ସହରରେ ଜବରଦଖଲ ଉଛେଦ

କୋରାପୁଟ ସହରରେ ଜବରଦଖଲ ଉଛେଦ

45

କୋରାପୁଟ ୧୧-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହରରେ ବିଭିନ୍ନ ସାହିରେ ଜବରଦଖଲ ଉଛେଦ ପ୍ରକ୍ରୀ ଜାରି ରହିଥିବା ବେଳେ ଆଜି ଜଗନ୍ନାଥ ମନ୍ଦିର ଛକଠାରୁ  ଅମଲାକୁଟୀର ରୋଡ ଦେଇ ସହରର ମୁଖ୍ୟ ଛକ ପର୍ଯ୍ୟନ୍ତ ଜବରଦଖଲ ଉଛେଦ କରାଯାଇଥିଲା ।ଟାଉନଥାନା ପାଶ୍ୱର୍ରେ ରହିଥିବା ଅସ୍ଥାୟୀ ଫଳ ଦୋକାନଗୁଡିକ ଉଛେଦ କରାଯାଇଥିଲା ।ଫଳ ବ୍ୟସାୟୀମାନେ ନିଜେ ନିଜେ ଉଠାଇନେଇଥିବା ଜଣାପଡିଛି ।ଚଳିତ ମାସ ୧୬ , ୧୭ ଓ ୧୮ ତାରିଖରେ ଜବରଦଖଲ ଉଛେଦ ପ୍ରକ୍ରୀୟା ଜାରି ରହିବ ବୋଲି ଅତିରିକ୍ତ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.