Home କୋରାପୁଟ କୋରାପୁଟ ସଦର ମହକୁମାରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

କୋରାପୁଟ ସଦର ମହକୁମାରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

26

କୋରାପୁଟ ୩୦-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ସ୍ୱାରକୀ କମିଟି ଓ ନଗର କଂଗ୍ରେସ କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀପାର୍କରେ ଅବସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ସ୍ୱାରକୀ କମିଟିର  ଭବାନୀ ଶଙ୍କର ମିଶ୍ର , ଅରୁଣ କୁମାର ଦାଶ , ଆର .କେ.ଶର୍ମା ,କଂଗ୍ରେସ କମିଟିର ଭଗବାନ ବାହିନିପତି , ବାବୁଲା ବେନିଆ , ରୁପକ ତୁରୁକ , ମନୋଜ ଆଚାର୍ଯ୍ୟ , ଜୟନ୍ତ କୋଚିନ ,ପୂର୍ବତନ ବିଧାୟକ ନିମାଁଇ ସରକାର , କାର୍ଯ୍ୟାଳୟର ଏ.କେ.ବେହେରା ଓ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.