Home କୋରାପୁଟ କୋରାପୁଟ ଜିଲ୍ଲା ରଣା ଯୁବକ ସଂଘ ତରଫରୁ ବୟସ୍କମାନଙ୍କୁ ଛତା ପ୍ରଦାନ

କୋରାପୁଟ ଜିଲ୍ଲା ରଣା ଯୁବକ ସଂଘ ତରଫରୁ ବୟସ୍କମାନଙ୍କୁ ଛତା ପ୍ରଦାନ

103

କୋରାପୁଟ ; ତା୧୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ)୭୨ ତମ ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ଜିଲ୍ଲା ରଣା ଯୁବକ ସଂଘ ତରଫରୁ ବୟସ୍କମାନଙ୍କୁ ଛତା ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ବ୍ଲକ ଅନ୍ତଗର୍ତ ପରଜାପଣ୍ଡି , ମାଳିପଣ୍ଡି ପ୍ରମୁଖ ଗ୍ରାମକୁ ଯାଇ ଯୁବକାମାନେ ମହିଳା ଓ ପୁରୁଷ ବୟସ୍କମାନଙ୍କୁ ଛତା ପ୍ରଦାନ କରିଥିଲେ ବୋଲି ଜଣାପଡିଛି ।ଯୁବକ ସଂଘର ରବିନ୍ଦ୍ର ନାୟକ ,ଅଭିମନ୍ୟୁ ରଗଡି ,ଶଶିଭୁଷଣ ମାଝି , କାମାକ୍ଷା ପ୍ରସାଦ ମାଝି ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତି ରହି ଛତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.