Home କୋରାପୁଟ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ୫୪ ଜଣ  ପଂଚାୟତ ନିର୍ବାହୀ ଅଧିକାରୀଙ୍କ  ବଦଳି

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ୫୪ ଜଣ  ପଂଚାୟତ ନିର୍ବାହୀ ଅଧିକାରୀଙ୍କ  ବଦଳି

48

କୋରାପୁଟ ୧୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ୫୪ ଜଣ  ପଂଚାୟତ ନିର୍ବାହୀ ଅଧିକାରୀଙ୍କ  ବଦଳି ହୋଇଥିବା ଜଣାପଡିଛି ।ବନ୍ଧୁଗାଁ ବ୍ଲକରୁ ୪ ଜଣଙ୍କ ବଦଳି ହୋଇଥିବା ବେଳେ କୁନ୍ଦ୍ରା ବ୍ଲକରୁ  ୭ ,କୋଟପାଡ , ବୋରିଗୁମ୍ମା  ଓ ବୈପାରୀଗୁଡା ବ୍ଲକରୁ ୬ ଜଣ ଲେଖାଏଁ ,କୋରାପୁଟ ବ୍ଲକରୁ ୨ଜଣ ,ଜୟପୁର ବ୍ଲକରୁ ୩ଜଣ ,ଲମତାପୁଟ ,ସେମିଲିଗୁଡା ଓ ଲକ୍ଷ୍ମିପୁର ବ୍ଲକରୁ ୫ ଜଣ ଲେଖାଏଁ ,ନନ୍ଦପୁର ବ୍ଲକରୁ ୨ଜଣ  ଏବଂ ପଟ୍ଟାଙ୍ଗୀ , ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରୁ ଜଣେ ଲେଖାଏଁ ବଦଳି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.