Home କୋରାପୁଟ କୋରାପୁଟରେ ଗୋପବନ୍ଧୁ ଜୟନ୍ତୀ ପାଳିତ

କୋରାପୁଟରେ ଗୋପବନ୍ଧୁ ଜୟନ୍ତୀ ପାଳିତ

148

କୋରାପୁଟ ୦୯-୧୦(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପ୍ରଶାସନ ଓ ଗୋପବନ୍ଧୁ ସେବା ସମିତି ଆନୁକୁଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।କୋରାପୁଟ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯାଳୟ ସମ୍ମୁଖରେ  ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ଗୋପବନ୍ଧୁ ସେବା ସମିତିର ସଭାପତି ଭବାନୀ ଶଙ୍କର ମିଶ୍ର , କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଟୁଲିଆମ୍ମା ପ୍ରଧାନ  ଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ , ବିଜେଡି ନେତ୍ରୀ ରୀତା ପାଣିଗ୍ରାହୀ , ଜିଲ୍ଲା ସ୍ମାରକୀ କମିଟିର ସଭ୍ୟ ଆର .କେ.ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.