Home କୋରାପୁଟ କୋରାପୁଟରେ କାଳବୈଶାଖୀ ;୨ ଘ. ପର୍ଯ୍ୟନ୍ତ ବର୍ଷା ଓ ଘଡଘଡି ସହ ପବନ ; ୨...

କୋରାପୁଟରେ କାଳବୈଶାଖୀ ;୨ ଘ. ପର୍ଯ୍ୟନ୍ତ ବର୍ଷା ଓ ଘଡଘଡି ସହ ପବନ ; ୨ ଘର ଉପରେ ଗଛ ଉପୁଡି ପଡିଲା

722

କୋରାପୁଟ ; ତା୧୬-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଆଜି ଅପାରହ୍ନରେ କୋରାପୁଟ ସହରରେ କାଳବୈଶାଖୀ ପ୍ରଭାବରେ ୨ ଘ. ପର୍ଯ୍ୟନ୍ତ ଘଡଘଡି ଓ ବର୍ଷା ସହ ପବନ ହୋଇଥିଲା ।କୋରାପୁଟ ଲେପ୍ରା ଅଫିସ ସମ୍ମୁଖରେ ଥିବା ବି.କେ.ରଥିନାୟକ ଓ ଏସ.ରଥିନାୟକଙ୍କ ଘର ଆଜବେଷ୍ଟେସ ଉପରେଏକ ବିରାଟ ତେନ୍ତୁଲିଗଛ ଉପୁଡି ପଡିବାରୁ ଗୋଟିଏ ଘର ନଷ୍ଟ ହୋଇଯାଇଥିବା ଜଣାପଡିଛି ।ଅଳ୍ପକେ ୨ ପରିବାର ଲୋକେ ବର୍ତର୍ିଯାଇଥିଲା ।ଏହି ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘର ଉପରେ ପଡିଥିବା ଡାଲ କାଟିଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.