Home କୋରାପୁଟ କୋଟିଆରେ ଆନନ୍ଦଉଲ୍ଲାସର ସହ ବାହୁଡାଯାତ୍ରା ସଂପନ୍ନ

କୋଟିଆରେ ଆନନ୍ଦଉଲ୍ଲାସର ସହ ବାହୁଡାଯାତ୍ରା ସଂପନ୍ନ

102

କୋରାପୁଟ ;ତା୧୨-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆରେ ଆନନ୍ଦଉଲ୍ଲାସର ସହ ବାହୁଡାଯାତ୍ରା ସଂପନ୍ନ ହୋଇଯାଇଛି ।ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ବିଡିଓ କରୁଣାକର ପ୍ରଧାନ ,ମେଡିକାଲ ଅଫିସର ଡାକ୍ତର ପବିତ୍ର ପଣ୍ଡା , ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଅନେକ ଭକ୍ତ ରଥଟାଣି ନେଇଥିଲେ ।କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନନ୍ଦ , ପିଇଓ ଦୁଃଶାସନ ନାୟକ , ଏପିଓ ସୈାମେନ୍ଦ୍ର ନାୟକ ଓ ଜିଆରଏସ ଭୈାମ୍ୟରଂଜନ ନାୟକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.