Home ଓଡ଼ିଶା କେମିକାଲ ବୋଝେଇ ଟ୍ରକରେ ନିଆଁ

କେମିକାଲ ବୋଝେଇ ଟ୍ରକରେ ନିଆଁ

279

କେନ୍ଦୁଝର,୦୭/୦୯,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): କେନ୍ଦୁଝରରେ କେମିକାଲ୍ ବୋଝେଇ ଟ୍ରକ୍ ରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି ଅଘଟଣ । କେନ୍ଦୁଝରରୁ କଲିକତା ଅଭିମୁଖେ କେମିକାଲ ବୋଝେଇ ୧୪ ଚକିଆ ଟ୍ରକଟି ଯାଉଥିଲା । ହଠାତ୍ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.