Home Top News କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦଗଣ, ବିଭିନ୍ନ...

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦଗଣ, ବିଭିନ୍ନ ପ୍ରକଳ୍ପର ଦାବି ଉପସ୍ଥାପନା କଲେ

51

ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ବିଜୁ ଜନତା ଦଳର ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ଆଜି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଆଜି ମଧ୍ୟାହ୍ନରେ ସଂସଦ ଗୃହରେ ଭେଟିଥିଲେ।

ସାଂସଦମାନେ ଓଡ଼ିଶାରେ ଏବଂ ରାଜ୍ୟର ନିଜସ୍ୱ ନିର୍ବାଚନମଣ୍ଡଳୀରେ ସଡ଼କ ଏବଂ ବିଭିନ୍ନ ପ୍ରକଳ୍ପର ବିକାଶ ପାଇଁ ଦାବି ଉପସ୍ଥାପନ କରିଥିଲେ।

ମନ୍ତ୍ରୀଙ୍କ ସହ ସାଂସଦମାନଙ୍କ ସହ ଆଲୋଚନା ସକରାତ୍ମକ ଥିଲା ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.